JAI GURU

JAI GURU Contact information, map and directions, contact form, opening hours, services, ratings, photos, videos and announcements from JAI GURU, Keonjhar.

22/03/2025

ଏବେକାର ସରକାର ଦୁର୍ନୀତି ଦୁର୍ନୀତି ହେଇଚି ବୋଲି ଗତ ସରକାରକୁ ନିନ୍ଦା କରିବା ଅପେକ୍ଷା ଦୁର୍ନୀତି ହେଇଥିବା ଖଣି ଖାଦାନ ଜଳ ଜମି ,5T ସ୍କୁଲ ପୁନରୁଦ୍ଧାର, ଚିଟଫଣ୍ଡ ମାମଲାରେ ତଦନ୍ତ କରି ଯାଥା ଯୁକ୍ତ ଦୋଷୀ କୁ ଦଣ୍ଡ ଦେଇ ପାରିଲେ ରାଜ୍ୟବାସୀ ନ୍ୟାୟ ପାଇ ପାରିବେ ନା କି ଚିତ୍କାର କଲେ ଖୁସି ହେବେ

11/03/2025
08/03/2025

आजकल सड़क दुर्घटनाओं की संख्या दिन-प्रतिदिन बढ़ते कारण ट्रैफिक नियमों की अनदेखी और उनका सही ज्ञान न होना है। यदि बच्चों को स्कूल स्तर पर ही ट्रैफिक नियमों और सड़क सुरक्षा के प्रति जागरूक किया जाए, तो भविष्य में सड़क दुर्घटनाओं में कमी आ सकती है।

08/02/2025

ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜିକରଣ ଜାରି ରହିଛି। ଚାଷୀମାନେ ଗ୍ରାମ ପଞ୍ଚାୟତସ୍ତରୀୟ କ୍ୟାମ୍ପ, କୃଷକ ରେଜିଷ୍ଟ୍ରି ପୋର୍ଟାଲ୍ (odfr.agristack.gov.in) ଏବଂ ନିକଟସ୍ଥ ଜନସେବା କେନ୍ଦ୍ରରେ ପଞ୍ଜିକରଣ କରାଇପାରିବେ। ଅଧିକ ସୂଚନା ପାଇଁ ୧୫୫୩୩୩ ରେ ଯୋଗାଯୋଗ କରନ୍ତୁ।

(This content is posted in Odia language, please avoid viewing auto translated English version)

05/11/2024

keep staying in pitch sometimes zero sometimes four or six

Address

Keonjhar

Telephone

+919777350934

Website

Alerts

Be the first to know and let us send you an email when JAI GURU posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JAI GURU:

Share